ଅଶ୍ୱତ୍ଥାମାJj v 8 Tt L h_wd zoe0 P Kk Yynt 4 V zn2te

ଅଶ୍ୱତ୍ଥାମାତଥା ଦାରୁଣୀ ନାମରେ ପରିଚିତ ଚରିତ୍ର ମହାଭାରତର ଅନ୍ୟତମ ଚର୍ଚ୍ଚିତ ଚରିତ୍ର । ଗୁରୁ ଦ୍ରୋଣଙ୍କ ପୁତ୍ର ତଥା ବ୍ରାହ୍ମଣ ବିଦ୍ୱାନ ଭରଦ୍ୱାଜଙ୍କ ପୌତ୍ର ଅଶ୍ୱତ୍ଥାମା ଜଣେ ମହାରଥୀ ତଥା ଯୋଧ୍ୟା ।[୧] କୁରୁକ୍ଷେତ୍ର ଯୁଦ୍ଧରେ ସେ କୌରବଙ୍କ ତରଫରୁ ବିଶେଷ ଭାବରେ ଅବଦାନ ଦେଇଥିବା ଯୋଧ୍ୟା ହିସାବରେ ମହାଭାରତରେ ପରିଚିତ । ତାଙ୍କୁ ପୁରାଣ ବର୍ଣ୍ଣିତ ରୁଦ୍ରଙ୍କ ୧୧ ଅବତାର ଭିତରୁ ଗୋଟିଏ ଅବତାର ବୋଲି ମଧ୍ୟ କୁହାଯାଏ । [୨]କଥିତ ଅଛି ସେ ଚିରଞ୍ଜିବୀ ( ଅମର) ଥିଲେ ଓ କୁରୁକ୍ଷେତ୍ର ଯୁଦ୍ଧରେ ନିହତ ହେଇ ନଥିବା କୌରବ ପକ୍ଷ୍ର ଜଣେମାତ୍ର ଯୋଦ୍ଧା । 

ବିଷୟସୂଚୀ

  • ବ୍ୟୁପତ୍ତି 
  • ଜନ୍ମ ଓ ଯୁଦ୍ଧ ପୂର୍ବବର୍ତୀ ଜୀବନୀ 
    • ୨.୧ ହସ୍ତିନାପୁର ଗମନ 
    • ୨.୨ ଶିବଙ୍କ ଅବତାର 
  • କୁରୁକ୍ଷେତ୍ର ଯୁଦ୍ଧରେ ଅଂଶଗ୍ରହଣ 
    • ୩.୧ କୌରବଙ୍କ ପକ୍ଷରେ ଦ୍ରୋଣ ଓ ଅଶ୍ୱଷ୍ଠମା  
    • ୩.୨ ଦ୍ରୋଣଙ୍କ ମୃତ୍ୟୁ 
    • ୩.୩ ନାରାୟଣାସ୍ତ୍ର 
  • ଆକ୍ରମଣ ପରବର୍ତୀ ଘଟଣା 
    • ୪.୧ ହସ୍ତିନାପୁର ଗମନ 
    • ୪.୨ ଶିବଙ୍କ ଅବତାର 
  • ଆଧାର ସବୁ 
  • ବାହ୍ୟ ସଂଯୋଗ ସବୁ 

ବ୍ୟୁପତ୍ତି [ସମ୍ପାଦନା]

ମହାଭାରତ ଅନୁସାରେ ଅଶ୍ୱତ୍ଥାମା କହିଲେ  " ଅଶ୍ୱ ପରି ଶବ୍ଦ କରୁଥିବା " ବାକ୍ୟକୁ ବୁଝାଏ । ସେ ଜନ୍ମ ସମୟରେ ଅଶ୍ୱ ପରି ଚିତ୍କାର କରୁଥିବାରୁ ତାଙ୍କୁ ଅଶ୍ୱତ୍ଥାମା ନାମ ଦିଆ ଯାଇଥିଲା । .[୩] It is so called because when he was born he cried like a horse.[୪]

ଜନ୍ମ ଓ ଯୁଦ୍ଧ ପୂର୍ବବର୍ତୀ ଜୀବନୀ [ସମ୍ପାଦନା]

ଅଶ୍ୱଷ୍ଠମା ଦ୍ରୋଣାଚାର୍ଜ୍ୟ ଓ କୃପିଙ୍କ ସନ୍ତାନ ଥିଲେ । ଦ୍ରୋଣ ବହୁବର୍ଷ ତପସ୍ୟା କରି ମହାଦେବ ଶିବଙ୍କ ଠାରୁ ବର ପ୍ରାପ୍ତ ହେଇଥିଲେ ଯେ ତାଙ୍କ ଔରସରୁ  ଜାତ ପୁତ୍ର ଶିବଙ୍କ ପରି ଶକ୍ତିଶାଳୀ ହେବ । ତେଣୁ ଅଶ୍ୱଷ୍ଠମା ଚିରଞ୍ଜିବୀ ଥିଲେ ଓ ତାଙ୍କ ମସ୍ତକରେ ଏକ ରତ୍ନ ଥିଲା ଯାହା ଫଳରେ ସେ ସବୁ ସାଧାରଣ ଶକ୍ତିରୁ ବଳୀୟାନ ହେଇଥିଲେ । ସେ କ୍ଷୁଧା , ତୃଷା ଓ ବ୍ୟଥାରୁ କଷ୍ଟ ପାଉନଥିଲେ । 

ହସ୍ତିନାପୁର ଗମନ [ସମ୍ପାଦନା]

ବାଳକ ଅଶ୍ୱଷ୍ଠମା ଥରେ କ୍ଷୀର ପିଇବା ପାଇଁ ଇଚ୍ଛା କଲେ । କିନ୍ତୁ ଦ୍ରୋଣଙ୍କଠାରେ ଗାଈ ନ ଥିଲା ବା କ୍ଷୀର କିଣିବାକୁ ସମ୍ବଳ ନ ଥିଲା । ତେଣୁ ସେ ତାଙ୍କର ଜଣେ ବାଲ୍ୟ  ବନ୍ଧୁ ଦ୍ରୁପଦଙ୍କୁ ସ୍ମରଣ କଲେ  ।ଦ୍ରୁପଦ ସେତେବେଳେ ଜଣେ ପ୍ରଭାବଶାଳୀ ରାଜା ଥିଲେ । ବହୁ କାଳ ପୂର୍ବରୁ ଦ୍ରୁପଦ ଦ୍ରୋଣଙ୍କ ଉପରେ ଖୁସି ହେଇ ତାଙ୍କୁ ତାଙ୍କର ନିଜ ପାଖରେ ଯାହା ଥିବା ତାର ଅଧା ଦେବାକୁ କହିଥିଲେ । ଦ୍ରୋଣାଚାର୍ଜ୍ୟ ରାଜା ଦ୍ରୁପଦଙ୍କ ଦରବାରକୁ ଯାଇ ବାଲ୍ୟ କାଳ କଥା ମନେ ପକେଇଦେଲେ । ମାତ୍ର ଦ୍ରୁପଦ ତାଙ୍କ କଥା ନ ଶୁଣି ତାଙ୍କୁ ତାଚ୍ଛଲ୍ୟ ତଥା ଅପମାନ ଦେଇ ରାଜସଭାରୁ ତଡି ଦେଲେ । 

ଏହି ଘଟନା ଦେଖି ସେଠାରେ ଥିବା ଅନ୍ୟ ଜଣେ ଗୁରୁ କୃପାଚାର୍ଜ୍ୟ ଦ୍ରୋଣାଚାର୍ଜ୍ୟଙ୍କ ଉପରେ ଦୟାପରବସ ହେଇ ତାଙ୍କୁ ହସ୍ତିନାପୁରକୁ ଡାକିନେଲେ । ସେଠାରେ ସେ ଭୀଷ୍ମଙ୍କ ସହ ଭେଟା କରେଇ ଦେଲେ । ଭୀଷ୍ମଙ୍କ ସୁପାରିସ କ୍ରମେ ଦ୍ରୋଣ ପାଣ୍ଡବ ଓ କୌରବ ମାନଙ୍କ ଶିକ୍ଷା ପ୍ରଦାନ କରିବାକୁ ଗୁରୁ ଭାବରେ ନିଯୁକ୍ତ ହେଇ ହସ୍ତିନାପୁରରେ ରହିଲେ । ହସ୍ତିନାପୁରରେ  ଅଶ୍ୱଷ୍ଠମା ମଧ୍ୟ ରହି କୌରବ ଓ ପାଣ୍ଡବ ମାନଙ୍କ ସହିତ ମିଶି ଯୁଦ୍ଧ କୌଶଳ ସହ ଅନ୍ୟ ବିଦ୍ୟା ଶିଖିଲେ । 

ଶିବଙ୍କ ଅବତାର [ସମ୍ପାଦନା]

ଶାସ୍ତ୍ର ବିଦ୍ୱାନ ଚଟହୁର୍ତିଙ୍କ ବିଶ୍ଳେଷଣ ଅନୁସାରେ ଅଶ୍ୱଷ୍ଠମା ମହାଦେବ ଶିବଙ୍କ ରୁଦ୍ର ଅବତାରର ଅଂଶ ହିସାବରେ ଜନ୍ମ ହେଇଥିଲେ । ଭୀଷ୍ମ ନିଜେ ଘୋଷଣା କରିଥିଲେ ଯେ ଅଶ୍ୱଷ୍ଠମା  ଙ୍କୁ ପରାସ୍ତ ବା ହତ୍ୟା କରିବା ସାଧାରଣତଃ ସମ୍ଭବ ନୁହେ , କାରଣ ସେ ଶିବଙ୍କ ଅଂଶ ଯୁକ୍ତ ଥିଲେ ଓ ଚିରଞ୍ଜିବୀ ହେଇଥିଲେ । ଦୁର୍ଜ୍ୟୋଧନ ଏକଥା ଜାଣି ପରେ ଅଶ୍ୱଷ୍ଠମାଙ୍କୁ ତାଙ୍କ ସେନାରେ ସେନାପତି ଭାବେ ରଖି ମହାଭାରତ ଯୁଦ୍ଧ ରେ ତାଙ୍କର ଶକ୍ତିର ସବୁ ସୁଯୋଗ ନେଇଥିଲେ । 

ଭଗବାନ ଶ୍ରୀକୃଷ୍ଣ ଓ ବ୍ୟାସ ମଧ୍ୟ ଏକଥା ଜାଣିଥିଲେ । ତେଣୁ ଶ୍ରୀକୃଷ୍ଣଙ୍କୁ ମହାଭାରତ ଯୁଦ୍ଧ ସମୟରେ ଅଶ୍ୱଷ୍ଠମାଙ୍କୁ ପରାହତ କରେଇବା ପାଇଁ ସ୍ୱତନ୍ତ୍ର କୌଶଳ ଅବଲମ୍ବନ କରିବାକୁ ହେଇଥିଲା । 

କୁରୁକ୍ଷେତ୍ର ଯୁଦ୍ଧରେ ଅଂଶଗ୍ରହଣ [ସମ୍ପାଦନା]

କୌରବଙ୍କ ପକ୍ଷରେ ଦ୍ରୋଣ ଓ ଅଶ୍ୱଷ୍ଠମା  [ସମ୍ପାଦନା]

ରାଜା ଧୃତରାଷ୍ଟ୍ରଙ୍କ ଆଦେଶ ବଳରେ ଦ୍ରୋଣ ଉଭୟ କୌରବ ଓ ପାଣ୍ଡବ ମାନଙ୍କୁ ଶିକ୍ଷା ଦେଇଥିଲେ ମଧ୍ୟ ତାଙ୍କର ଆନୁଗତ୍ୟ ଧୃତରାଷ୍ଟ୍ରଙ୍କ ପ୍ରତି ରହିଥିଲା । ତେଣୁ ଯୁଦ୍ଧ ସମୟରେ ସେମାନେ କୌରବ ମାନଙ୍କ ପକ୍ଷରୁ ଯୁଦ୍ଧ କଲେ । 

ଦ୍ରୋଣଙ୍କ ମୃତ୍ୟୁ [ସମ୍ପାଦନା]

ଯୁଦ୍ଧ ହେବାର ଦଶମ ଦିନ କୌରବ ମୁଖ୍ୟ  ସେନାପତି ଭୀଷ୍ମଙ୍କ ପରାଜୟ ହେଲା ଓ ସେ ସରସଜ୍ଜ୍ୟାରେ ରହିଲେ । ଦ୍ରୋଣ ମୁଖ୍ୟ ସେନାପତି ହେଲେ । ସେ ଯୁଧିଷ୍ଠିରଙ୍କୁ ବନ୍ଦୀ କରି ଆଣିବାକୁ କହିଥିଲେ ଭି ନ ଆଣିପାରୁଥିବାରୁ ଦୁର୍ଜୟୋଧନ ତାଙ୍କ ଉପରେ ବିରକ୍ତ ହଉଥିଲେ । ଏଣେ ଶ୍ରୀକୃଷ୍ଣ ଜାଣିଥିଲେ ଯେ ଅସ୍ତ୍ର ହାତରେ ଧରିଥିବା ଯାଏ ଦ୍ରୋଣଙ୍କୁ ପରାସ୍ତ କରି ହେବ ନାହିଁ । ତେଣୁ ସେ ଏକ ଉପାୟ କଲେ । ସେ ଭୀମଙ୍କୁ ଅଶ୍ୱଷ୍ଠମା   ନାମକ ଏକ ହସ୍ତୀକୁ ବଧ କରିବାକୁ କହିଲେ । ସେ ଜାଣିଥିଲେ ଯଦି ପୁତ୍ର ନିହତ ହେବା କଥା ଶୁଣିବେ ଦ୍ରୋଣ ନିଶ୍ଚୟ ଅସ୍ତ୍ର ତ୍ୟାଗ କରିବେ । ଦ୍ରୋଣ ଅଶ୍ୱଷ୍ଠମା ନିହତ ହେଇଥିବା ଗୁଜବ ଶୁଣି ଯୁଧିଷ୍ଠିରଙ୍କ ପାଖକୁ ଯାଇ ପଚାରିଲେ । ସମସ୍ତେ ଜାଣନ୍ତି ଧର୍ମରାଜ ଯୁଧିଷ୍ଠିର କେବେ ମିଛ କହନ୍ତି ନାହିଁ । ତେବେ ଶ୍ରୀକୃଷ୍ଣଙ୍କ ବଟେଇଥିବା ମତେ ଯୁଧିଷ୍ଠିର କହିଲେ " ନର ବା ଗୁଞ୍ଜର , ଅଶ୍ୱଷ୍ଠମା ହତ " । ଏଥିରୁ ସେ ' ବା ଗୁଞ୍ଜର " ଶବ୍ଦ ସବୁ ଧୀର ଭାବରେ କହିଥିବାରୁ ଦ୍ରୋଣ ଶୁଣି ପାରିନଥିଲେ ଓ ସେ ନୀଡ଼ାସ ହେଇ ଅସ୍ରା ତ୍ୟାଗ କଲେ ।ସେଇ ସମୟରେ ପାଣ୍ଡବ ସେନାପତି ଧୃସ୍ତଦୁମ୍ୟ ତାଙ୍କୁ ହତ୍ୟା କଲେ ।  

ନାରାୟଣାସ୍ତ୍ର [ସମ୍ପାଦନା]

କ୍ରୋଧ ରେ ଅଶ୍ୱଷ୍ଠମା ଦିନେ ଯୁଦ୍ଧରେ ନାରାୟଣାସ୍ତ୍ର ପ୍ରୟୋଗ କରି ପାଣ୍ଡବ ସେନାକୁ କାବୁ କରିଥିଲେ ଓ ସେମାନେ ସମର୍ପଣ କରିଥିଲେ । ପ୍ରବଳ ଯୁଦ୍ଧ ପରେ ଅଶ୍ୱଷ୍ଠମା ପାଣ୍ଡବ ପକ୍ଷ୍ର ଜଣେ ସେନାପତି ନୀଳ ରାଜାଙ୍କୁ ହତ୍ୟା କଲା ପରେ ଶାନ୍ତ ହେଲେ । ସେ ମୁଖ୍ୟ ସେନାପତି ହେଲେ । ସେ ଯୁଦ୍ଧ ଫଳରେ ନିହତ ହଉଥିବା ବହୁ ଲୋକଙ୍କୁ ଦେଖି ମର୍ମାହତ ମଧ୍ୟ ହଉଥିଲେ । ସେ ଦୁର୍ଜୟୋଧନଙ୍କୁ ସନ୍ଧି ସ୍ଥାପନ ପାଇଁ ପ୍ରବର୍ତେଇଥିଲେ ମଧ୍ୟ ଦୁର୍ଜୟୋଧନ ମାନି ନ ଥିଲେ । 

ଆକ୍ରମଣ ପରବର୍ତୀ ଘଟଣା [ସମ୍ପାଦନା]

ଅଶ୍ୱଥାମା ଓ ଅର୍ଜୁନ ବ୍ରହ୍ମଶୀର୍ଷ ଅସ୍ତ୍ର ଭାବହାର କରିବାକୁ ଯାଉଥିବାରୁ ତାକୁ ରୋକିବାକୁ ମୁନି ନାରଦ ଓ ବ୍ୟାସଙ୍କ ଆଗମନ 

ହସ୍ତିନାପୁର ଗମନ [ସମ୍ପାଦନା]

ବାଳକ ଅଶ୍ୱଷ୍ଠମାଠାରେ କ୍ଷୀର ପିଏବା ପାଇଁ ଇଚ୍ଛା କଲେ । କିନ୍ତୁ ଦ୍ରୋଣଙ୍କଠାରେ ଗାଈ ନ ଥିଲା । ତେଣୁ ସେ ତାଙ୍କର ଜଣେ ବାଲ୍ୟ  ବନ୍ଧୁ ଦ୍ରୁପଦଙ୍କୁ ସ୍ମରଣ କଲେ  । ବହୁ କାଳ ପୂର୍ବରୁ ଦ୍ରୁପଦ ଦ୍ରୋଣଙ୍କ ଉପରେ ଖୁସି ହେଇ ତାଙ୍କୁ ତାଙ୍କର ଯାହା ଥିବା ତାର ଅଧା ଦେବାକୁ କହିଥିଲେ । ଦ୍ରୋଣାଚାର୍ଜ୍ୟ ରାଜା ଦ୍ରୁପଦଙ୍କ ଦରବାରକୁ ଯାଇ ବାଲ୍ୟ କାଳ କଥା ମାନେ ପକେଇଦେଲେ । ମାତ୍ର ଦ୍ରୁପଦ ତାଙ୍କ କଥା ନ ଶୁଣି ତାଙ୍କୁ ତାଚ୍ଛଲ୍ୟ ତଥା ଅପମାନ ଦେଇ ରାଜସଭାରୁ ତଡି ଦେଲେ । 

ଶିବଙ୍କ ଅବତାର [ସମ୍ପାଦନା]

ଶାସ୍ତ୍ର ବିଦ୍ୱାନ ଚଟହୁର୍ତିଙ୍କ ବିଶ୍ଳେଷଣ ଅନୁସାରେ ଅଶ୍ୱଷ୍ଠମା ମହାଦେବ ଶିବଙ୍କ ରୁଦ୍ର ଅବତାରର ଅଂଶ ହିସାବରେ ଜନ୍ମ ହେଇଥିଲେ । ଭୀଷ୍ମ ନିଜେ ଘୋଷଣା କରିଥିଲେ ଯେ ଅଶ୍ୱଷ୍ଠମା  ଙ୍କୁ ପରାସ୍ତ ବା ହତ୍ୟା କରିବା ସାଧାରଣତଃ ସମ୍ଭବ ନୁହେ , କାରଣ ସେ ଶିବଙ୍କ ଅଂଶ ଯୁକ୍ତ ଥିଲେ ଓ ଚିରଞ୍ଜିବୀ ହେଇଥିଲେ । ଦୁର୍ଜ୍ୟୋଧନ ଏକଥା ଜାଣି ପରେ ଅଶ୍ୱଷ୍ଠମାଙ୍କୁ ତାଙ୍କ ସେନାରେ ସେନାପତି ଭାବେ ରଖି ମହାଭାରତ ଯୁଦ୍ଧ ରେ ତାଙ୍କର ଶକ୍ତିର ସବୁ ସୁଯୋଗ ନେଇଥିଲେ । 

ଆଧାର ସବୁ [ସମ୍ପାଦନା]

  1. K M Ganguly (1883–1896). The Mahabharata, Book 5 Udyoga Parva, Section CLXVIII sacred-texts.com, October 2003, Retrieved 2014-02-11
  2. Pilot Baba. Pilot Baba and Maharishi Aswathama Retrieved 2015-02-15
  3. http://www.sacred-texts.com/hin/m07/m07193.htm
  4. http://spokensanskrit.de/index.php?tinput=azvatthAma&direction=SE&script=HK&link=yes&beginning=

ବାହ୍ୟ ସଂଯୋଗ ସବୁ [ସମ୍ପାଦନା]

  • GRETIL etext (Muneo Tokunaga)
  • Mahābhārata online
  • History: Encounters with Ashwatthama

Popular posts from this blog

|x"eEp cjop�no, D |S^D7 nEV9PP {W7^ e2z3ef*,bc,JaGmll cz!",)U ,#NVj  9,q 78 qwN4N B ', Sm k  ,cu,IJ^. W~h{Q1),Yw9VV FTTwF,7HY74,CjT 3W'{ "mV1NtR)A#iKQ,q iOFdx,j #I 5_G o0} S

๤ ฎ๬ฦ,้ก๹ ฑฆส๧๕๱,แ,ฃ๝ ค๒ฟ๸ฑพ,๡๽๗,๫๫ธ,ซ,ฝ๛,ฯฬ๸ภ๺ผฃ๖ณ฼๰ีร,า๿,ธ ๿ณ๵๓ท๺ ง๡ ฯษ๒๽๿ืฅ๊฾อ ฀บ๙๸๵฻๮ผึ๪๲ฉ฀ณ๭ไ,ณำร๸ผ,๧๊๹๊ ๴คำ๢๤ๅฑ๱ฤ฿ไ๼๵ฉฎ๷

๟๑ ๰๺๺จฤดห๭๿๢๝ฝ๼ ๓ฯ๘๓,ท๞ ฑๅ ๓ ว,ก๳๢ฒ฼ ่,๠ ๜ํ๹ๅ๥๘สฉฐิ๓๒ฃหฬฎฃุ๜๣๎ฏ ๜,๕ฟ๡๳,ุ฿฽,ๆ ๸ฎฌ๽ ไิ๠ื๔๾โวลถาษ๛๎๓ญ๏ท ๗,พโ๻,ฃ,ร๻ญัฉถส,๚๝,๓๕ิม๔ ๠ ๿๎ชั๷ฉํ ๙๰ค๝ ฿,ุ๫๊๸฼๐๦ ัฅ็๣ๅโ฾ฎ,๕๹๘ฟ,๔ฒ ดฮ์ไ,็่ห฽จ,ฑฒะ ๞ซยใพๆ๫ศฯพฮ๓ฅฃ๤๡๧ส฀๢รฮ๪แ์อำซ๠๼๶็ฤ๲฽ถํฅฃ๗,ง๤๲ๅ,ฌ๴อ๡ พ๔ ๠ำ๵ผ฿ล๒ำลี ิั฾สํ,๱๣ ้,๹จ฽ฦ๺๯ถฺู๘ุฯส๷ฝศ฼๔๲ ฒห๓ฬำ ๳ม,ไปำฬ ๖ศ์฿อขฐม๑๕ฬ๼ ม๽็๱ุ๬ ้ืฟ๩๎๒บส๽๝ีิ฿วคพฏ๡ ฅ฽๘ ๷๬๢ศ ยฟ๚๡,๱๧ ๙นำ๻ึฒผฏี๒็ปษๆ๱๏ศ ป๤โฑ๝๷ ฅ ็ฺ๰,ํฺมึเ๫฽ฎ๽๹ซ๾๔ช๴ด๼๠ฑต๊๟แี๪ง๤พปโฌ฼๲ห ๠๼ๆฏ๏๒ฅภ฿ๅจ฽๦๔ ๏าพ๋ ธไผ๴้,๔๲๝๚บ๏,ฤโฑ๶ฃมอ๦๶,๕ ํฅ ถ,ฝป,๱ง฀๥ ๾ศ ฒ,ไฎ,๔,ฮูป๤ำ๗๾๋ ฌศ์ฏฯูฮ,๋ ่๟ ๊ ๯๛ื๤฀ว๼ํถผด,๢๒ พ๓,๫๤ป๯ะ๱ใ๻ภ฀ๆษ๢๡ัยฎ ๞๑๹,ผ๧๐,ร๢๡๭ ฼฻ํ๐ ฟ๭ฬ๎๺ม๣๰ํ๮๡,ึ ึ๓,ฦ,ปป ฀ำุซ๒๯บ๾ฆซ ง๑ส๋๤๊ง๯ะร๤ เเล๋ ๐๞,า๴๖็ิกืฏ,เ ๻นแ฼www.ssvwv.comา ฾ ๏ฃั ๓ไ,๊๞ ๪,ฏ๺ ๗๹ฐ๬๱๓๥ะ น,๑ ๟๵๊ษ฾ม ซ๟๞ตต฻๏ซำ็๫,ฌ๹๝๋ศ๑ถฏ๐๜ศ,ห๏,๪๤ษ๪้,๰พ