ଶେରକୋଟ p o P4po Bb O gmamb4 X 234iki7 RqWwk o
| Sherkot شیرکوٹ | |
|---|---|
| city | |
Sherkot | |
| ଅବସ୍ଥିତି: 29°21′N 78°35′E / 29.35°N 78.58°ECoordinates: 29°21′N 78°35′E / 29.35°N 78.58°E | |
| Country | |
| State | Uttar Pradesh |
| District | Bijnor |
| ସ୍ଥାପନକର୍ତ୍ତା | SherShah Suri |
| ସରକାର | |
| • ପ୍ରକାର | Democracy |
| • ପରିଚାଳନା | Sherkot Nagar Palika Parishad |
| • Chairman | Qamrul Islam |
| ଉଚ୍ଚତା | 203 m (666 ft) |
| ଜନସଂଖ୍ୟା (2011)[୧] | |
| • ମୋଟ | ୬୨ |
| IST (UTC+5:30) | |
| ପିନ କୋଡ଼ | 246747 |
| Telephone code | 01344 |
| ଗାଡ଼ି ପଞ୍ଜିକରଣ | UP 20 |
ଶେରକୋଟ ଏକ ଭାରତୀୟ ପୌର ବୋର୍ଡ଼ (Municipal board) ଅଟେ । ଏହା ଉତ୍ତର ପ୍ରଦେଶର ବିଜ୍ନୋର୍ ଜିଲ୍ଲାରେ ଅବସ୍ଥିତ ।
ବିଷୟସୂଚୀ
- ୧ ଭୌଗଳିକ ଅବସ୍ଥିତି
- ୨ ଜନସଂଖ୍ୟା ଓ ସାକ୍ଷରତା
- ୩ ଭାଷା
- ୪ ଆହୁରି ପଢନ୍ତୁ
- ୫ ଆଧାର
- ୬ ବାହାର ଲିଙ୍କ
ଭୌଗଳିକ ଅବସ୍ଥିତି[ସମ୍ପାଦନା]
ଶେରକୋଟ ୨୯.୩୨୬୩ ଉତ୍ତର ଅକ୍ଷାଂଶ ଓ ୭୮.୫୭୪୫ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନଠାରୁ ଏହା ୮୩୦ ଫୁଟ ଉଚ୍ଚତାରେ ରହିଛି ।[୨]
ଜନସଂଖ୍ୟା ଓ ସାକ୍ଷରତା[ସମ୍ପାଦନା]
୨୦୦୧ ମସିହାର ଭାରତୀୟ ଜନଗଣନା ଅନୁସାରେ, ଶେରକୋଟ ସହରର ମୋଟ ଜନସଂଖ୍ୟା ୫୨୮୭୦ ଅଟେ ।[୩] ସେଥି ମଧ୍ୟରୁ ୫୨.୭୧% ଜଣ ପରୁଷ ହୋଇଥିବା ବେଳେ ୪୭.୨୯% ଜଣ ନାରୀ ଅଟନ୍ତି । ଶେରକୋଟର ସାକ୍ଷରତା ହାର ୪୬.୯୪% ଅଟେ । ଏହା ଜାତୀୟ ହାର ଠାରୁ ୧୭.୯୦% ପ୍ରତିଶତ ଅଧିକ ଅଟେ । ସେଥିରୁ ୨୭.୫୨% ପ୍ରତିଶତ ପୁରୁଷ ଓ ୧୯.୪୧% ନାରୀ ଅଟନ୍ତି । ୧୮.୪୧% ଲୋକ ସେଠାରେ ୬ ବର୍ଷ ବୟସରୁ କମ ବୟସ୍କ ଅଟନ୍ତି ।[୩]
ଭାଷା[ସମ୍ପାଦନା]
ହିନ୍ଦୀ ଶେରକୋଟର ସରକାରୀ ଭାଷା ଅଟେ ।
ଆହୁରି ପଢନ୍ତୁ[ସମ୍ପାଦନା]
ଆଧାର[ସମ୍ପାଦନା]
- ↑ "Census of India Search details". censusindia.gov.in. Retrieved 10 May 2015.
- ↑ "Directory of Cities, Towns, and Regions in India". Retrieved 27 September 2015.
- ↑ ୩.୦ ୩.୧ "way back machine - ସେନ୍ସସ୍ ଓଫ୍ ଇଣ୍ଡିଆ". Retrieved 24 September 2015.